Sitakant Mahapatra (born 18 September 1936) is a poet and literary critic of Oriya and English languages. He has been serving in the Indian Administrative Service (IAS) for a long time since 1911, retiring in 195 and serving as the President of the National Book Trust of Delhi. He is the 3rd Oriya to receive the Jnanpith Award.
ରଚନାବଳୀ
କବିତା
ଦୀପ୍ତି ଓ ଦ୍ୟୁତି (୧୯୬୩) ଅଷ୍ଟପଦୀ (୧୯୬୭) ଶବଦର ଆକାଶ (୧୯୭୧) ସମୁଦ୍ର (୧୯୭୭) ଚିତ୍ରନଦୀ (୧୯୭୯) ଆର ଦୃଶ୍ୟ (୧୯୮୧) ସମୟର ଶେଷ ନାମ (୧୯୮୪) କାହାକୁ ପୁଚ୍ଛିବା କୁହ (୧୯୮୭) ଚଢେଇରେ ତୁ କି ଜାଣୁ (୧୯୯୦) ଫେରି ଆସିବାର ବେଳ (୧୯୯୧) | ଶ୍ରେଷ୍ଠ କବିତା (୧୯୯୨) ବର୍ଷା ସକାଳ (୧୯୯୩) ପାଦ ଚିହ୍ନ ( ୧୯୯୬) ମୃତ୍ୟୁର ଅସୀମ ଧୈର୍ଯ୍ୟ (୧୯୯୭) ନିର୍ବାଚିତ କବିତା (୧୯୯୮) କପଟ ପାସ (୨୦୦୦) ଅସରନ୍ତି ପିଲାଦିନ, ମଗଧ ଓ ଅନ୍ୟାନ କବିତା ( ୨୦୦୨)(ଅନୁବାଦ) ସୂର୍ଯ୍ୟ ତୃଷ୍ଣା (୨୦୦୨)(ଅନୁବାଦ) ପ୍ରଦକ୍ଷିଣା ( ୨୦୦୨) |
ପ୍ରବନ୍ଧ
ଭିନ୍ନ ଆକାଶ ଭିନ୍ନ ଦୀପ୍ତି (୧୯୭୮) ନିଶଙ୍ଗ ମଣିଷ (୧୯୮୦) ଶବ୍ଦ, ସ୍ୱପ୍ନ ଓ ନିର୍ଭୀକତା (୧୯୯୦) ଅନ୍ଧାରର ଝୋଟି ଚିତ୍ର (୧୯୯୦) ସମୟର ଆରପାରି (୧୯୯୮) | ଭ୍ରମଣକାହାଣୀ: ଅନେକ ଶରତ (୧୯୮୧) ତାଳପତ୍ର ଉପରେ: ଉଷାବିଳାସ |
ଇଂରାଜୀ
The curve of meaning (୧୯୭୪) Bare foot in two reality (୧୯୭୫) Gestures of Intimacy (୧୯୭୬) Bhima Bhoi (୧୯୮୩) Modernisation & Ritual (୧୯୮୬) Tradition & Modern Artist (୧୯୮୭) | Mohabharat & Modern India Literature (୧୯୮୮) Jagannath Dash (୧୯୯୦) Tribal Wall Paintings of Orissa (୧୯୯୧) Tribal Life and Culture of Orissa (୧୯୯୨) The ruined Temple and other poems, 1996 (କବିତା, ଅନୁବାଦ) Unending Rhythms (ଓଡ଼ିଶାର ଆଦିବାସୀଙ୍କ ବୋଲା କବିତା, ଅନୁବାଦ) |
ପଦ, ପୁରସ୍କାର ଓ ସମ୍ମାନ
ପଦ
- ସେକ୍ରେଟେରି, ସଂସ୍କୃତି, ଭାରତ ସରକାର
- ପ୍ରେସିଡେଣ୍ଟ, ଇଉନେସ୍କୋର ଶତକ ବ୍ୟାପୀ ସଂସ୍କୃତିକ ବିକାଶ (୧୯୯୪-୧୯୯୬)
- ହାରଭାର୍ଡ଼ ବିଶ୍ୱବିଦ୍ୟାଳୟର ବୟୋଜ୍ୟଷ୍ଠ କର୍ତ୍ତା
- ଇଣ୍ଟରନ୍ୟାସନାଲ ଏକାଡେମି ଅଫ ପଏଟସ, କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟର ସମ୍ମାନନୀୟ କର୍ତ୍ତା
- ନ୍ୟାସନାଲ ବୁକ ଟ୍ରଷ୍ଟ, ଦିଲ୍ଲୀର ସଭାପତି
ପୁରସ୍କାର ଓ ସମ୍ମାନ
- ପଦ୍ମ ବିଭୂଷଣ, ୨୦୧୦
- ପଦ୍ମ ଭୂଷଣ, ୨୦୦୩
- ଜ୍ଞାନପୀଠ ସମ୍ମାନ (୧୯୯୩) – ଜୀବନ ବ୍ୟାପି ସାହିତ୍ୟ ସର୍ଜନା ପାଇଁ
- ଶାରଳା ପୁରସ୍କାର (୧୯୮୫) – ଆର ଦୃଶ୍ୟ ପୁସ୍ତକ ପାଇଁ
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୬୯) – ଅଷ୍ଟପଦୀ ପୁସ୍ତକ ପାଇଁ
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୪) – ଶବଦର ଆକାଶ ପୁସ୍ତକ ପାଇଁ
- ବିଷୁବ ପୁରସ୍କାର, ୧୯୮୩
- ସର୍ବୋଚ୍ଚ ସମ୍ମାନ, ସୋକା ବିଶ୍ୱବିଦ୍ୟାଳୟ, ଟୋକିଓ (୨୦୦୧)
- ପିପୁଲ ଅଫ ଦି ଇୟର ୨୦୧୫(ଲିମକା ବୁକ ଅଫ ରେକର୍ଡ୍ସର ୨୬ତମ ସଂସ୍କରଣରେ ଭାରତୀୟ ସାହିତ୍ୟକୁ ଅବଦାନ ପାଇଁ, ସ୍ଥାନ ପାଇଥିବା ୧୫ଜଣ ଭାରତୀୟ ସାହିତ୍ୟିକମାନଙ୍କ ମଧ୍ୟରୁ ଜଣେ)
- ସାହିତ୍ୟ ଭାରତୀ ସମ୍ମାନ, ୨୦୧୦
- ଉତ୍କଳ ରତ୍ନ ସମ୍ମାନ (ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) – ୨୦୧୯
Leave Your Comment